Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଧର୍ମଗଡ: ପିପଲପଡା ସ୍କୁଲରେ ଶିକ୍ଷକ ଙ୍କୁ ଟାଙ୍ଗିଆ ରେ ମରନାନ୍ତକ ଆକ୍ରମଣ

Dharamgarh, Kalahandi | Jan 16, 2026
କୋକସରା ଥାନା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ସ୍ଥିତ ପିପଲପଡା ବିଦ୍ୟାଳୟ ର ଜଣେ କାର୍ଯ୍ୟରତ ଶିକ୍ଷକ ରିଶିରାଜ ମେହେର ଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସେ ନିଜ କୁ ସୁରକ୍ଷା ରଖିବା ସମୟରେ ବାମ ହାତ ରେ ଟାଙ୍ଗିଆ ଚୋଟ ଲାଗିଥିଲା। ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶିକ୍ଷକ ଙ୍କୁ ଉଦ୍ଧାର କରି ଅଭିଯୁକ୍ତ ଭାସ୍କର ଓ ଟାଙ୍ଗିଆ ଙ୍କୁ ଜବତ କରି ଥାନା କୁ ନେଇଥିବା ଜଣାପଡ଼ିଛି।

MORE NEWS

ଧର୍ମଗଡ: ପିପଲପଡା ସ୍କୁଲରେ ଶିକ୍ଷକ ଙ୍କୁ ଟାଙ୍ଗିଆ ରେ ମରନାନ୍ତକ ଆକ୍ରମଣ - Dharamgarh News