Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ଧର୍ମଗଡ: ଧର୍ମଗଡ ପଞ୍ଚାୟତ କଲେଜ ନିକଟ ଏକ ଘରେ ଡକାୟତି, ପୋଲିସ ଓ ସନ୍ଧାନୀ କୁକୁର ର ତଦନ୍ତ ଜାରି

Dharamgarh, Kalahandi | Jan 13, 2026
ଧର୍ମଗଡ କଲେଜ ନିକଟ ହୁକୁମଚନ୍ଦ୍ର ଅଗ୍ରୱାଲଙ୍କ ଘର କବାଟ ଭାଙ୍ଗି ଦୃବୃତ୍ତମାନେ ଘରେ ଥିବା ସୁନା,ରୁପା ଓ ଟଙ୍କା ଡକାୟତି କରିଥିବା ଅଭିଯୋଗ ହୋଇଛି ।ଏହା ସହ ଦୃବୃତ୍ତମାନେ ପ୍ରମାଣ ନଷ୍ଟ ପାଇଁ ଘରେ ଲାଗିଥିବା ସିସିଟିଭି ହାର୍ଡ ଡିସ୍କ ମଧ୍ୟ ନେଇଯାଇଛନ୍ତି।ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଘରର କବାଟ ଭାଙ୍ଗି ୨ଲକ୍ଷ ଟଙ୍କା,ରୁପା, ସୁନା ଗହଣା ହରିଲୁଟ କରିଥିବା ପରିବାର ପକ୍ଷରୁ ଥାନାରେ ଏତଲା ଦେଇଛନ୍ତି।

MORE NEWS

ଧର୍ମଗଡ: ଧର୍ମଗଡ ପଞ୍ଚାୟତ କଲେଜ ନିକଟ ଏକ ଘରେ ଡକାୟତି, ପୋଲିସ ଓ ସନ୍ଧାନୀ କୁକୁର ର ତଦନ୍ତ ଜାରି - Dharamgarh News