କଟକ ପୌରାଞ୍ଚଳ: କଟକରେ ଦୁର୍ଗା ପୂଜା ଭସାଣି ପାଇଁ ପ୍ରସ୍ତୁତି ଶେଷ, ଦେବୀଗଡ଼ା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
କଟକ ପୁରୀଘାଟ ସ୍ଥିତ ଦେବୀଗଡ଼ାରେ ମା'ଙ୍କ ବିସର୍ଜନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଦେବୀଗଡ଼ାକୁ ଆକର୍ଷଣୀୟ ଚିତ୍ରକଳାରେ ସଜାଯାଇଛି।