କାମାକ୍ଷାନଗର: ବିଜାଡ଼ିହି ଛକ ନିକଟରେ ମଙ୍ଗଳବାର ୪ଟାରେ ସାଇକେଲ ଆରୋହୀ ଙ୍କୁ ପିଟିଲା ବୋଲେଟ ଜଣେ ଗୁରୁତର
ବିଜାଡ଼ିହି ଛକ ନିକଟରେ ମଙ୍ଗଳବାର ୪ଟାରେ ସାଇକେଲ ଆରୋହୀ ଙ୍କୁ ପିଟିଲା ବୋଲେଟ ଜଣେ ଗୁରୁତର ।ଢେଙ୍କାନାଳ କାମାକ୍ଷାନଗର ମୁଖ୍ୟ ରାସ୍ତା ବିଜାଡିହ ନିକଟରେ ମଙ୍ଗଳବାର ରାସ୍ତାରେ ଯାଉଥିବା ଜଣେ ସାଇକେଲ ଆରୋହିଙ୍କୁ ପିଟିଲା ବୋଲେଟ ଯାହାଫଳରେ ସାଇକେଲ ଆରୋହି ଗୁରୁତର ହୋଇଛନ୍ତି ।