ତୁଳସୀଚଉରା ଠାରେ ୧୮ନଂ ଜାତୀୟରାଜପଥ ପାର୍ଶ୍ୱରେ ଥିବା ଏକ ୱାସ ପଏଣ୍ଟର କବାଟ ଭାଙ୍ଗି ଦୁଇଟି ପାଣିଟାଙ୍କି ଚୋରି ଘଟଣାରେ ଅଭିଯୁକ୍ତ କବାଡଵାଲାକୁ ଗିରଫକରି ବୁଧବାର ଅପରାହ୍ନ ପାଞ୍ଚଟରେ କୋର୍ଟଚାଲାଣ କଲା ବେତନଟୀ ପୁଲିସ l ଗିରଫ ଅଭିଯୁକ୍ତ ଜଣକ ହେଉଛି ବେତନଟୀ ଡାକ୍ତରଖାନା ପଛପଟେ ରହୁଥିବା ଶେଖ ମଙ୍ଗଲାର ପୁଅ ଟୁକୁ ଓରଫ ଶେଖ ସେରୁଦ୍ଦିନ l ଅଭିଯୁକ୍ତ ଚୋରି ପାଣିଟାଙ୍କି ବିକ୍ରି କରିବାପରେ ଧରା ପଡ଼ିଥିଲା l