ବଥଲା ଗ୍ରାମର ଆସନ୍ତୋଷ ସାହୁ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ବଥଲାଛକ ନିକଟରେ ନିଜ କାର ରାସ୍ତା କଡ଼ରେ ରଖି ଠିଆ ହୋଇ ଥିଲେ ।ଏହି ସମୟରେ ହରିଶଙ୍କର ଯାଉଥିବା ମା ଟ୍ରାଭେଲ ର ବସ ପିଟିଦେଇଥିଲା ।ଏଥିରେ ଜଣେ ଆହତ ହୋଇଥିଲେ । ପୋଲିସ ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଂଚି ଦୁଇ ଗାଡ଼ି କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି ।