କଟକ ଷୋଳପୁଅ ମା’ ପୂଜା: ପ୍ରସ୍ତୁତି ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
କଟକରେ ଷୋଳପୁଅ ମା’ ପୂଜାକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ସିଏମ୍ସି ପକ୍ଷରୁ ପ୍ରସ୍ତୁତି ବୈଠକ। ରାସ୍ତା ମରାମତି, ସଫେଇ, ପାନୀୟ ଜଳ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଦିଆଗଲା ଗୁରୁତ୍ୱ। ମେୟର ସୁବାସ ସିଂହ ଓ କମିଶନରଙ୍କ ସମେତ ପୂଜା କମିଟିର ସଦସ୍ୟମାନେ ବୈଠକରେ ଉପସ୍ଥିତ ଥିଲେ।