ବଡସାହି: ବେତନଟୀ ଷ୍ଟେସନଛକ ବାସଭଵନରେ ସ୍ୱର୍ଗତ କୈଳାଶଚନ୍ଦ୍ର ଅଗ୍ରୱାଲଙ୍କ ସ୍ମୃତିସଭାରେ ପୂର୍ବତନ ସାଂସଦ, ମନ୍ତ୍ରୀ, ବିଧାୟକ, ବିଧାୟିକାଙ୍କ ଯୋଗଦାନ
ବେତନଟୀର ପ୍ରତିଷ୍ଠିତ ବ୍ୟବସାୟୀ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କୈଳାସ ଚନ୍ଦ୍ର ଅଗ୍ରୱାଲଙ୍କ ଦ୍ଵାଦଶାହ ଅବସରରେ ଶନିବାର ଅପରାହ୍ନ ୨ଟାରେ ଯୋଗଦେଲେ ପୂର୍ବତନ ସାଂସଦ,ପୂର୍ବତନମନ୍ତ୍ରୀ, ପୂର୍ବତନ ବିଧାୟକ ଏବଂ ବିଧାୟିକାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବିଶିଷ୍ଟ ରାଜନେତା ଏବଂ ନେତୃବୃନ୍ଦ ଗଣ l ସ୍ମୃତି ସଭାରେ ପୂର୍ବତନ ସାଂସଦ ଇଂ.ରବିନ୍ଦ୍ର କୁମାର ଜେନା, ସୁଶୀଳା ତିରିଆ, ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ ପ୍ରମୁଖ ଯୋଦେଇଥିଲେ l