#BREAKING
#ସୁବର୍ଣ୍ଣରେଖା_ନଦୀରେ_ଗାଧେଇବା_ବେଳେ_ବୁଡିଜାଇ_ଦୁଇ_ଭାଇଙ୍କ #ମୃତ୍ୟୁ
ବାଲିଆପାଳ ବ୍ଲକ ନିଖିରା ପଞ୍ଚାୟତ ତଳ ଧଣ୍ଡା ଗ୍ରାମର ମଧୁସୂଦନ ଗିରୀଙ୍କର ଦୁଇ ପୁଅ ବିକି ଓ ରୋକି ହୋଇଥିଲା ବେଳେ, ମୃତ ଅବସ୍ଥାରେ ଜଣେ ଉଦ୍ଧାର ।
ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି, ବାଲିଆପାଳ ଥାନା ମାନପୁର ଠାରେ ଘଟିଛି ଘଟଣା, ଦୁଇ ଯୁବକ ମଧ୍ୟରେ ଜଣେ ୧୭ ବର୍ଷର ହୋଇଥିଲା ବେଳେ ଅନ୍ୟ ଜଣେ ୧୯ ବର୍ଷର ।