କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ତରଭାର ବଟ ବିହାରୀ ବିଦ୍ୟାପୀଠର ସୋମବାର ୩ଟାରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଲେ ବିଧାୟକ ଶତ୍ରୁଘନ ଜେନା ।ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ତରଭାର ବଟ ବିହାରୀ ବିଦ୍ୟାପୀଠର ସୋମବାର ୩ଟାରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଲେ ବିଧାୟକ ଶତ୍ରୁଘନ ଜେନାଙ୍କ ସମେତ ଅନ୍ୟମାନେ ।