ଘସିପୁରା: ବାଙ୍ଗୋର ପଞ୍ଚାୟତର ଏକ ୱାର୍ଡ ନାଏକ ସାହି ନଦୀଘାଟ ପରିଦର୍ଶନ କଲେ ବିଧାୟକ
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହି ବ୍ଲକ ସ୍ଥିତ ବାଙ୍ଗୋର ପଞ୍ଚାୟତର ଏକ ୱାର୍ଡ ନାଏକ ସାହି ରୂପରେ,ପାଖା ପାଖି ୧୫୦ ରୁ ୨୦୦ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପିଲା ମାନେ ପାଠ ପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଲୋକମାନେ ଜୀବିକା ନିର୍ବାହ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ରାସନ ସାମଗ୍ରୀ ଆଣିବା ପାଇଁ ଵି ଏକ ମାତ୍ରା ବାଟ ନଦୀ ପାର ହୋଇ ଗୋଟିଏ ବିପଦ ପୂର୍ଣ୍ଣ ଡଙ୍ଗାରେ ଯିବା ଆସିବା କରୁଛନ୍ତି l ଏହି ଖବର ଶୁଣି ଆନନ୍ଦପୁର ବିଧାୟକ ନିଜେ ଲୋକଙ୍କ ସହ ସେହି ସ୍ଥାନକୁ ଯାଇ ବୁଲି ଦେଖିବା ସହ ଦାବି l