Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଷାଠିବାଟି ଗ୍ରାମରେ ସାତ ପୁରୁଷରୁ ଉର୍ଦ୍ଧ ହେବ ଅନୁଷ୍ଠିତ ହେଉଛି ଦକ୍ଷିଣ କାଳୀ ପୂଜା,ମାଙ୍କ ଦର୍ଶନ ପାଇଁ ଭକ୍ତ

Jajapur, Jajpur | Oct 21, 2025
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଷାଠିବାଟି ଗ୍ରାମରେ ସାତ ପୁରୁଷରୁ ଉର୍ଦ୍ଧ ହେବ ଅନୁଷ୍ଠିତ ହେଉଛି ଦକ୍ଷିଣ କାଳୀ ପୂଜା, ମା ଙ୍କ ଦର୍ଶନ ପାଇଁ ଭକ୍ତ ଙ୍କ ଭିଡ | ଗ୍ରାମାଞ୍ଚଳରେ ମା ଦକ୍ଷିଣ କାଳୀଙ୍କର ଏହି ପୂଜା ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରସିଦ୍ଧି ଲାଭ କରିଛି| ତେବେ କୋଡିଏ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଛବିଶ ତାରିଖ ଯାଏଁ ଆୟୋଜିତ ହେବ ଏବଂ ଚବିଶ ଓ ପଚିଶ ତାରିଖ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

MORE NEWS