ସୁନ୍ଦରଗଡ ସହର: ଟାଙ୍ଗରପାଲି ବ୍ଲକ ବାର ଖାଇ ଗ୍ରାମର ସ୍ୱପାବିରା ପର୍ବତ ଠାରେ ଗିରି ଗୋବର୍ଦ୍ଧନ ପୂଜା ରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟିକା ସୁନ୍ଦରଗଡ
ସୁନ୍ଦରଗଡ ବୁଧବାର ଦିନ ୩ ଟା ସମୟର ସୂଚନା ଅନୁଯାୟୀ ଟାଙ୍ଗରପାଲି ବ୍ଲକ ବାର ଖାଇ ଗ୍ରାମର ସ୍ୱପାବିରା ପର୍ବତ ଠାରେ ଗିରି ଗୋବର୍ଦ୍ଧନ ପୂଜା ରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟିକା ତଥା ବିଜେପି ରାଜ୍ୟ ଉପ ସଭାପତି କୁସୁମ ଟେଟେ