ବାଲେଶ୍ବର ସଦର: ବାଲେଶ୍ଵରରେ ଦିନକରେ ୨ଟି ଅଗ୍ନିକାଣ୍ଡ: ୫ ମହଲା ହାର୍ଡୱେର ଷ୍ଟୋରରେ ଲାଗିଲା ନିଆଁ
ବାଲେଶ୍ଵର ସହରର ବାଲିଆ ରାମେଶ୍ୱର ମନ୍ଦିର ନିକଟରେ ଥିବା ଏକ ୫ ମହଲା ହାର୍ଡୱେର ଷ୍ଟୋର ବେସମେଣ୍ଟରେ ଅଗ୍ନିକାଣ୍ଡ। ଡିଜି ବ୍ୟାଟେରୀରୁ ନିଆଁ ଲାଗିଥିବା ସୂଚନା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ଆଜି ସକାଳେ ସହଦେବଖୁଣ୍ଟା ହିରୋ ଶୋ ରୁମରେ ମଧ୍ୟ ନିଆଁ ଲାଗିଥିଲା।