ନୂଆପଡା: ଅପରେସନ ପ୍ରହାର, ଧରମବନ୍ଧାର ଏକ ଦୋକାନରୁ ଗୁଟଖା, ଖଇନି ଓ ଟବାକୋ ଜବତ କଲା ପୋଲିସ
ଅପରେସନ ପ୍ରହାରରେ ନୂଆପଡ଼ା ବ୍ଲକ ଧରମବନ୍ଧାର ଏକ ଦୋକାନରୁ ଗୁଟଖା, ଖଇନି ଓ ଟବାକୋ ଜବତ ଜବତ କରିଛି ଧରମବନ୍ଧା ପୋଲିସ। ବିପୁଳ ପରିମାଣରେ ଗୁଟଖା, ଖଇନି ଓ ଟବାକୋ କରିଥିବା ବେଳେ ମାଦଳ ଦ୍ରବ୍ୟ ବିକ୍ରୟ ଅଭିଯୋଗରେ ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରଯାଇଥିବା ନେଇ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମୃତପାଲ ସିଂହ ଆଜି ୪ ଟାରେ ସୂଚନା ଦେଇଛନ୍ତି।