ବେତନଟୀ ଏମପିସି ହାଇସ୍କୁଲ ପରିସରରେ ଆୟୋଜିତ ଏକଦିବସୀୟ ଜିଲ୍ଲାସ୍ତରୀୟ ତାଏକୋଣ୍ଡ ଚାମ୍ପିୟନସିପ -୨୦୨୫ କାର୍ଯ୍ୟକ୍ରମର ଉଦଯାପନୀ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅବସରରେ ରବିବାର ଅପରାହ୍ନ ଚାରିଟାରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ଓଡିଶା ତାଏକୋଣ୍ଡ ଏସୋସିଏସନର ରାଜ୍ୟ ଯୁଗ୍ମ ସମ୍ପାଦକ ଶିକ୍ଷାବିତ ଯୋଗେଶ୍ୱର ମହାନ୍ତଙ୍କ ସଂଯୋଜନା ଏବଂ ପରିଚାଳନାରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l