Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
No video available

ଓରିଏଣ୍ଟ: ସହରରେ ଜୀବନଧାରା ଲୋକାର୍ପଣ କରିବା ସହ ବାହୁଡା଼ ଯାତ୍ରା ଉପଲକ୍ଷେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବାଣ୍ଟିଲେ ଝାରସୁଗୁଡା ବିଧାୟକ

Orient, Jharsuguda | Jul 5, 2025
ଝାରସୁଗୁଡା ସହରରେ ଜୀବନ ଧାରା ଲୋକାର୍ପଣ କରିବା ସହ ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବାଣ୍ଟିଲେ ଝାରସୁଗୁଡା ବିଧାୟକ l ମାରୱାଡି ଯୁବାମଞ୍ଚ ଝାରସୁଗୁଡା ସିଟି ଶାଖା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜି ଶନିବାର ଅପରାହ୍ନ ପ୍ରାୟ ୫ ଟା ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇଥିଲେ l ଏହାସହ ନୀଳଚକ୍ର ଗ୍ରୁପ ପକ୍ଷରୁ ଆୟୋଜିତ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ହାତରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରିଛନ୍ତି l ସେହିପରି ଲୋକାର୍ପିତ କରି ଥିବା ଜୀବନ ଧାରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ବିଧାୟକ l