ଛତ୍ରପୁର: ବ୍ରହ୍ମପୁର: ସଂସ୍କୃତି ଭବନ ଭଡ଼ାରେ 50% ରିହାତି ପାଇଁ ଜିଲ୍ଲାପାଳଙ୍କୁ ଦାବି
ବ୍ରହ୍ମପୁରରେ ବିଜୁ ପଟ୍ଟନାୟକ ସଂସ୍କୃତି ଭବନର ଭଡ଼ା କମାଇବା ଓ ଅଭ୍ୟାସ ପାଇଁ ସ୍ଥାନ ଯୋଗାଇବା ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ 'ବ୍ରହ୍ମପୁର କଳାକାର ଏକତା ମଞ୍ଚ'ର ସଦସ୍ୟ। ୫୦ ପ୍ରତିଶତ ରିହାତି ପାଇଁ ରଖିଲେ ପ୍ରସ୍ତାବ।