ସ୍ଥାନୀୟ ମେହେର ପଡା ରେ ପ୍ରସିଦ୍ଧ ମାଣବସା ଲକ୍ଷ୍ମୀ ପୂଜା ଗୁରୁବାର ରୁ ଆରମ୍ଭ ହୋଇଛି ସନ୍ଧ୍ୟା ରୁ ମା ଙ୍କ ଦର୍ଶନ କରି ମୀନା ବଜାର ର ମଜା ନେଉଛନ୍ତି ଶ୍ରଦ୍ଧାଳୁ । ଏହା ଆସନ୍ତା ଗୁରୁବାର ପଯ୍ୟନ୍ତ ହେବାକୁ ଥିବା ବେଳେ ପ୍ରତ୍ୟେକ ଦିନ ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ପୂଜା କମିଟିର ସଭାପତି ପ୍ରକାଶ କରିଛନ୍ତି