କୋରାପୁଟ ସହର: କୋରାପୁଟ ପିଏମଶ୍ରୀ ନବୋଦୟ ଜବାହାର ବିଦ୍ୟାଳୟରେ ଛାତ୍ର ଅଶାନ୍ତି, ପ୍ରତିକ୍ରିୟା ରଖିଛନ୍ତି ପ୍ରିନସପାଲ
କୋରାପୁଟ ପିଏମଶ୍ରୀ ନବୋଦୟ ଜବାହାର ବିଦ୍ୟାଳୟରେ ଛାତ୍ର ଅଶାନ୍ତି ବିଦ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ପ୍ରିନସପାଲ। ଇତିହାସ ଶିକ୍ଷୟତ୍ରୀଙ୍କୁ ନେଇ ବିବାଦ ଲାଗିରହିଥିବା ବେଳେ ଆପୋଷ ଆଲୋଚନାରେ ସମାଧାନ କରାଯିବ ବୋଲି ପ୍ରିନସପାଲ ଆଜି ଦିନ ୧୧ ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି