#ବନ୍ୟାଞ୍ଚଳ_ବୁଲି_ସ୍ଥିତି_ପରଖିଲେ_କେନ୍ଦୁଝର_ସାଂସଦ
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବନ୍ୟାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଆଜି କେନ୍ଦୁଝର ସାଂସଦ ଅନନ୍ତ ନାୟକ ବନ୍ୟାଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି। ବ୍ଲକର ରାଘବପୁର, ଆଇତିପୁର, ନୂଆଗାଁ, ଗେଡ଼ମା, ମଙ୍ଗରାଜପୁର, ହାବଳେଶ୍ୱର, ସମଣା, ଆମ୍ବୋ ଆଦି ଗ୍ରାମ ପରିଦର୍ଶନ କରିବା ସହିତ ଅନେକ ସ୍ଥାନରେ ବିପନ୍ନ ଲୋକଙ୍କୁ ଭେଟି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।
#Latastnews #odishanews #breakingnews #anandpur #keonjhar #anantanayak #aloksethi #nilamadhabsuna