ହିନ୍ଦୋଳ: ହିନ୍ଦୋଳ ଆମ୍ବିଠିରେ ମା ବନ ଦୁର୍ଗାଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ ଓ ସୁନୀଲ ଶର୍ମା
ଦୁର୍ଗା ଅଷ୍ଟମୀରେ ହିନ୍ଦୋଳର ଆମ୍ବିଠି ସ୍ଥିତ ମା ବନ ଦୁର୍ଗା ପୀଠରେ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ଢେଙ୍କାନାଳ ନଗରପାଳ ସୁନୀଲ ଶର୍ମା। ଢେଙ୍କାନାଳବାସୀଙ୍କ ସୁଖ ସମୃଦ୍ଧି ପାଇଁ କଲେ ପ୍ରାର୍ଥନା।