ଚମ୍ପୁଆ: ବାସୁଦେବ ପୁର କାନପୁର ଡ୍ୟାମ ତଳ ବୈତରଣୀ ନଦୀରେ ବଡି ଯୁବକ ନିଖୋଜ ଯୁବକ ରଘୁଆଳସାହି ଗ୍ରାମ ର ଟୁକୂନୁ ମୁଣ୍ଡା
ଚମ୍ପୁଆ ଉପଖଣ୍ଡ କାନପୁର ଡ୍ୟାମ ତଳ ବୈତରଣୀ ନଦୀରେ ବୁଡି ଯୁବକ ନିଖୋଜ ଯୁବକ ଜଣକ ରଘୁାଆଳସାହି ଗାଁ ର ପୁଲିସ ଅଗ୍ନି ସମ ବିଭାଗ ଦୀର୍ଘ ସମୟ ପରିଶ୍ରମ ପରେ ମଧ ଯୁବକର ପତ୍ତା ମିଳିନାହିଁ