Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ପରଜଙ୍ଗ: ବିଧାୟକ ପଦ ଚାଲି ଯାଉ ପଛେ ଲୋକଙ୍କ ସାଥିରେ ରହିବି ବାରିହାପୁର ଲୋକଙ୍କ ସତ୍ୟାଗ୍ରହ ଭାଙ୍ଗିଲେ ବିଧାୟକ, ରଖିଲେ ପ୍ରତିଶ୍ରୁତି

Parajang, Dhenkanal | Nov 2, 2025
ବିଧାୟକ ପଦ ଚାଲି ଯାଉ ପଛେ ଲୋକଙ୍କ ସାଥିରେ ରହିବି ବାରିହାପୁର ଲୋକଙ୍କ ସତ୍ୟାଗ୍ରହ ଭାଙ୍ଗିଲେ ବିଧାୟକ, ରଖିଲେ ପ୍ରତିଶ୍ରୁତି। ପରଜଙ୍ଗ ଥାନା ବାରିହାପୁର ଗାଁରେ କୋଇଲା ଟ୍ରକ ଚଳାଚଳକୁ ନେଇ ଦୀର୍ଘ ଦିନ ହେବ ହୋଇ ଆସୁଥିବା ବିବାଦର ଅବସାନ ଘଟିଛି। ଲୋକଙ୍କ ସତ୍ୟାଗ୍ରହର ଯବନିକା ପକାଇଛନ୍ତି ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ। ଏପରିକି ଶାସକ ଦଳରେ ରହି ମଧ୍ୟ ଯଦି ତାଙ୍କ ବିଧାୟକ ପଦବୀ ଚାଲି ଯାଏ ତଥାପି ଲୋକଙ୍କ ଖୁସିରେ ଏବଂ ଲୋକଙ୍କ ସେବାରେ ସେ ରହିବେ । ତେଣୁ ଲୋକଙ୍କ ସମସ୍ୟା ତାଙ୍କ ସମସ୍ୟା ରବିବାର ମଧ୍ୟାହ୍ନ ୧୨ଟାରେ ସେ ପ୍ରକାଶ କରିଛନ୍ତି।

MORE NEWS