Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବୌଦ୍ଧ ସଦର: ବଢିଗାଁ ପାକ୍ସରେ ୟୂରିଆ ସାର ସଙ୍କଟ ଯୋଗୁଁ ଚାଷୀ ଅସନ୍ତୋଷ, ପ୍ରତିକ୍ରିୟା ଦେଲେ ଚାଷୀ #jansamasya

ରବିବାର ବୌଦ୍ଧ ବ୍ଲକ ବଢିଗାଁ ପାକ୍ସ ଅଞ୍ଚଳରେ ୟୂରିଆ ସାର ଅଭାବ ଯୋଗୁଁ ଚାଷୀ ଅସନ୍ତୋଷ ପ୍ରକାଶ ପାଇଛି l ପ୍ରାୟ 2500 ରୁ ଉର୍ଦ୍ଧ୍ବ ଚାଷୀ ପାକ୍ସରୁ ଋଣ ନେଇ ଚାଷ କରିଥିବା ବେଳେ ଗତକାଲି ସରକାର ମାତ୍ର 600 ବସ୍ତା ୟୂରିଆ ସାର ଦେଇଥିବା ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l ଚାଷୀ ମାନେ ସାର ପାଇଁ ପାକ୍ସ ଆଗରେ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି | ଚାଷୀ ମାନଙ୍କ ଅଭିଯୋଗ ସମ୍ପର୍କରେ ପାକ୍ସ ସଭାପତି ମଦନ ସାହୁ ନିଜ ପ୍ରତିକ୍ରିୟା ଦେଇଛନ୍ତି l

MORE NEWS