ସଦର: ତରାପୁର ଓ ଓଲମା ଗ୍ରାମଠାରେ ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜାରେ ସାମିଲ ହେଲେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଷୀ
ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରାପୁର ଓ ଓଲମା ଗ୍ରାମ ଠାରେ ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜାରେ ଦୁର୍ଗତିନାସିନୀ ଦୁର୍ଗାଙ୍କ ଦିବ୍ୟ ଦର୍ଶନ କରିଛନ୍ତି ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ। ଆଜି ୭ ଟା ସମୟରେ ମା' ଦୁର୍ଗତିନାସିନୀ ମା' ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରି ଅଞ୍ଚଳବାସିଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ଗ୍ରାମବାସୀ ମାନଙ୍କ ସହ ବିଭିନ୍ନ ପ୍ରସଂଗ ଉପରେ ଆଲୋଚନା କରିଥିଲେ ବିଧାୟକ।