ଛତ୍ରପୁର: ବ୍ରହ୍ମପୁର ବଡ଼ ମେଡିକାଲରେ ବିପଦର ବନ୍ଧୁ ଓଡ଼ିଶା ପକ୍ଷରୁ ମାଗଣା ଅନ୍ନ ସେବା
ବ୍ରହ୍ମପୁର ବଡ଼ ମେଡିକାଲରେ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ପକ୍ଷରୁ ମାଗଣା ଅନ୍ନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୫୦ ଜଣ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଇଛି। ସଙ୍ଗଠନ ପକ୍ଷରୁ ପ୍ରତି ମାସରେ ଏହିଭଳି ସେବା କାର୍ଯ୍ୟ କରାଯାଉଛି।