ସହର ସ୍ଥିତ ଚାମୁରିଆଗୁଡା ପିଣ୍ଟୁ ଜେନେରାଲ ଷ୍ଟୋର ଦୋକାନ ରୁ ତାଲା ଭାଙ୍ଗି ଚୋରି, ପ୍ରତ୍ୟକ୍ଷଦର୍ଶୀ କହିଲେ ସମସ୍ତ ଘଟଣା, ବିଡ଼ିଓ ଙ୍କ ଘରୁ ଚୋରି ହେବାର ଦିନକ ପରେ ଗତକାଲି ବିଳମ୍ବିତ ରାତିରେ ସହର ର ମୁଖ୍ୟ ରାସ୍ତା ଉପରେ ଚାମୁରିଆ ଗୁଡା ଛକ ରେ ଥିବା ପିଣ୍ଟୁ ଜେନେରାଲ ଷ୍ଟୋର ଦୋକାନ ରୁ ନିର୍ଭୟ ରେ ତାଲା ଭାଙ୍ଗି ଦୋକାନ ଭୀତରେ ପଶି ଟଙ୍କା ବାକ୍ସ ରେ ଥିବା ପ୍ରାୟ 15 ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁର୍ତ୍ତ, ଗୁରୁବାର ସକାଳ, 6,30 ରେ ଦୋକାନ ମାଲିକ ଦୋକାନ ଖୋଲିବା ପାଇଁ ଆସି ଦେଖିବା ବେଳେ ଚୋରି ହେଇଥିବା ଜାଣି ପାରି ଟାଉନ ପୋଲିସ କୁ ସୂଚନା ଦେଇଥିଲେ