ପାଟଣାଗଡ: ହାତୀ ର ଉପସ୍ଥିତି ନେଇ ବ୍ରାହ୍ମଣୀ ଗ୍ରାମରେ ଜଙ୍ଗଲ ବିଭାଗ କଲଖ ସତର୍କ
ଖପ୍ରାଖୋଳ ବ୍ଳକ ଅନ୍ତର୍ଗତ ହରିଶଙ୍କର ବନାଞ୍ଚଳର ବ୍ରାହ୍ମଣୀ ଗ୍ରାମର ପାହାଡ଼ ନିକଟରେ ଏକ ହାତୀ ର ଉପସ୍ଥିତି ଜଣାପଡିଛି । କେତେକ ଜଙ୍ଗଲ କର୍ମଚାରୀ ହାତୀ ର ଗତିବିଧି ନିରୀକ୍ଷଣ କରିଛନ୍ତି ଯାହାକୁ ନେଇ ବୁଧବାର ସନ୍ଧ୍ୟାରେ ବନ ବିଭାଗ କର୍ମଚାରୀ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସତର୍କ କରାଇଛନ୍ତି ।