କୋରାପୁଟ: ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଗିରଫ ଦାବି: ପ୍ରତିକ୍ରିୟା ରଖିଲେ ରୁପକ ତୁରୁକ
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫ ଦାବିକୁ ନେଇ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକ ପ୍ରତିକ୍ରିୟା ରଖିଛନ୍ତି। କାଉନସିଲର ପ୍ରଣବ ନାୟକଙ୍କ ଦାବି ପରେ ଜିଲ୍ଲାରେ ଆରମ୍ଭ ହୋଇଛି ଚର୍ଚ୍ଚା।