ପଦ୍ମପୁର: ପଦ୍ମପୁର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ କୃଷକ ସଙ୍ଗଠନ ର ପ୍ରତିନିଧି ମଣ୍ଡଳୀ
ବାତ୍ୟା 'ମୋନ୍ଥା' ରେ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ନେଇ ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପଦ୍ମପୁର ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି କୃଷକ ସଙ୍ଗଠନ ର ପ୍ରତିନିଧି ମଣ୍ଡଳୀ। ଆଜି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଏକଦା ପଦଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଚାଲିଥିଲା। ଏହି ବୈଠକରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇଥିଲେ। ଠିକ 12ଟା 30 ମିନିଟ ସମୟ ପାଖା ପାଖି ରେ ପ୍ରସ୍ତୁତି ବୈଠକ ଚାଲିଥିବା ସମୟରେ ସଭାଗୃହ କୁ ପହଂଚି ଉପଜିଲ୍ଲାପାଳ ସ୍ନେହା ଅରୁଗୁଲାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି କୃଷକ ସଙ୍ଗଠନ ର ପ୍ରତିନିଧି ମଣ୍ଡଳୀ। ଓ ବରଗଡ ସାଂସଦ