ଆସିକା: ସୁମନ୍ତପଲ୍ଲୀ ଏବଂ କର୍ଣ୍ଣଳି ଗ୍ରାମ ନିକଟରୁ ଗଞ୍ଜେଇ ସହ ଦୁଇ ସ୍କୁଟି ଓ ଦୁଇ ଜଣ ଙ୍କୁ ଗିରଫ କଲା ଅବକାରୀ ବିଭାଗ
Asika, Ganjam | Sep 14, 2025 ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି 25 କେଜି ଚୋରା ଗଞ୍ଜେଇ ସହ ଦୁଇ ସ୍କୁଟି ଏବଂ ଦୁଇ ଅଭିଯୁକ୍ତ କୁ ଗିରଫ କରିଛି ଅବକାରୀ ବିଭାଗ l ଗିରଫ ଦୁଇ ଜଣ ହେଲେ ବ୍ରହ୍ମପୁର ଅଞ୍ଚଳର ବିକ୍ରମ ବେହେରା ଏବଂ ବୁଗୁଡ଼ା ଅଞ୍ଚଳର ତ୍ରିନାଥ ପ୍ରଧାନ l