ଛତ୍ରପୁର: ବ୍ରହ୍ମପୁର ଷ୍ଟାଡିୟମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଯୋଗଦେଲେ ଛତ୍ରପୁର ବିଧାୟକ
ବ୍ରହ୍ମପୁର ଫଟୋଗ୍ରାଫର ୟୁଥ୍ କ୍ଲବ୍ ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଛତ୍ରପୁର ବିଧାୟକ। ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଆୟୋଜକଙ୍କୁ ସମ୍ମାନିତ କରିଛନ୍ତି ବିଧାୟକ।