Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ନୂଆପଡା: ନୂଆପଡ଼ା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ପ୍ରଦାନ

Nuapada, Nuapada | Sep 15, 2025
ନୂଆପଡ଼ା ଠାରେ ଜିଲ୍ଲା ଓ ଦୌରା ଜଜ ନିରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜନୈକା ଯୌନ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ଓଡ଼ିଶା ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭ ଅନୁଯାୟୀ ଚାରି ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ବାବଦରେ ଚେକ୍ ପ୍ରଦାନ କରାଯାଇଛି । ଗତ ବର୍ଷ ନୂଆପଡ଼ାର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ପୋକ୍ସୋ କୋର୍ଟ ବିଚାରପତି ମିନାକ୍ଷୀ ଦାସ ମାମଲାର ବିଚାରକରି ପୋକ୍ସୋ ଅଧିନିୟମ ଅନୁଯାୟୀ ପିଡ଼ୀତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ସୁପାରିଶ କରିଥିଲେ । ପ୍ରାଧିକରଣର ସଚିବ ନବନୀତା ଦାଶ ୪ ଲକ୍ଷ ଟଙ୍କାର ଚେକ ନାବାଳିକାଙ୍କୁ ପ୍ରଦାନ କରିଥିଲେ।

MORE NEWS