ମଙ୍ଗଳବାର ରାତି ତହସିଲଦାର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ତୁଳସୀଚଉରା ଢ଼ାବା ଠାରେ ବାଲିମାଫିଆ ମାନେ ସଂଙ୍ଘବଦ୍ଧ ଆକ୍ରମଣ କରିବା ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫକରି ବୁଧବାର ଅପରାହ୍ନ ପାଞ୍ଚଟାରେ କୋର୍ଟଚାଲାଣ କଲା ବେତନଟୀ ପୁଲିସ l ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ବଡସାହି ଥାନା ଅଧୀନ ବର୍ତ୍ତନାର ବାବୁଛୁଆ ଓରଫ ପ୍ରଶାନ୍ତ ଗାଆଣ,ବାବୁଛୁଆର ସାନଭାଇ ସୁଶାନ୍ତ ଗାଆଣ ଓ ବାରିପଦାର ମୂଝାହାଲ ହୁସେନ l