ବଡ଼ଗାଁ ନର୍ସିଂ କଲେଜ ପ୍ରାଙ୍ଗଣରେ ଆଜି ଖ୍ରୀଷ୍ଟମାସ ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ବ୍ଳକ ଅଧ୍ୟକ୍ଷା ଦୁଲାରୀ ସରେଙ୍ଗ ମୁଖ୍ୟ ଅତିଥି, ବଡ଼ଗାଁର ଜିଲ୍ଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ, ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ହେମନ୍ତ କୁମାର ପଣ୍ଡା,ଯୁକ୍ତ ଦୁଇ କଲେଜ ର ଅଧ୍ୟକ୍ଷା ସୁପ୍ରିୟା ପାଲ, ବଡ଼ଗାଁ ଆଇଟିଆଇ ଅଧ୍ୟକ୍ଷା ସାଗରିକା ନାଏକ, ନର୍ସିଂ କଲେଜ ଅଧ୍ୟକ୍ଷା ସମାପିକା ରାଉତ , ସୁନାମଧନ୍ୟ କଳାକାର ସୁଶ୍ରୀ ସବିତା ଜେନା,ପ୍ରିୟାଙ୍କା ମହାପାତ୍ର,ଆତିଶ କୁମାର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ।