ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ଓ ଗଁଦିଆ ପୋଲିସ ମିଳିତ ଚଢାଉ,୭୧ ଲିଟର ମଦ ଜବତ,୪ କୋର୍ଟ ଚାଲାଣ
ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଞ୍ଚଳରେ ଆଜି ତା ୨୦।୯ ରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ହୋଇଥିଲା । ୪ ଟି ଘଟଣାରେ ୭୧ ଲିଟର ଦେଶୀ ମଦ ଜବତ ହେବା ସହିତ ୪ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗଁଦିଆ ଥାନା ପୋଲିସ ଓ ଢେଙ୍କାନାଳ ଅବକାରୀ ମୋବାଇଲ ୟୁନିଟ୍ ମିଳିତ ଭାବେ ଚଢ଼ାଉ କରି ନିହଲପ୍ରସାଦ ଥାନା କରନ୍ଦା ଅଞ୍ଚଳରୁଶିବ ବେହେରାଙ୍କ ଠାରୁ ୧୯ ଲିଟର ମଦ ଜବତ ହୋଇଛି। ଗଁଦିଆ ଓଆଇସି ପିଙ୍ଗୁଆର ସୁର ପ୍ରଧାନ ଙ୍କ ଠାରୁ ୧୯ ଲିଟର ମଦ ଜବତ କରିଛନ୍ତି