Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ମଧ୍ୟାନ୍ନ ଭୋଜନ ଛୁଟି ସମୟ ରେ ଛାତ୍ର ଙ୍କୁ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ. 10 ଶ୍ରେଣୀ ଛାତ୍ର କୁ ଛୁରା ମାଡ. ଜୟପୁର ଓ ହେଚ ପୀ ସି ଯୋଜନା ଉଚ୍ଚ ବିଦ୍ୟାଳୟ ରେ ଘଟିଛି ଘଟଣା. ମଧ୍ୟାନ୍ନ ଭୋଜନ ଛୁଟି ବେଳେ ସ୍କୁଲ ବାହାରେ ଜଣେ ଅଣ ଛାତ୍ର ଓ ସ୍କୁଲ ରେ ପଢ଼ୁଥିବା ଛାତ୍ର ଙ୍କ ଭିତରେ କୌଣସି କାରଣ ରୁ ବଚସା ହେବାରୁ ଅଣ ଛାତ୍ର ଜଣଙ୍କ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିବା ର ସୂଚନା. ଆହାତ ଛାତ୍ର କୁ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତି. ଆହତ ଛାତ୍ର ଜଣଙ୍କ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ. #jeypore #Odisha #newodishatv #BreakingNews

MV 79, Malkangiri | Jul 31, 2026

MORE NEWS