ପାରଳାଖେମୁଣ୍ଡି: ମଣ୍ଡଳଦେବୀ ଗ୍ରାମ ର ବିଭିନ୍ନ ସମସ୍ୟାର ସମୀକ୍ଷା କରି ଗ୍ରାମବାସୀ ଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ।
ମଣ୍ଡଳଦେବୀ ଗ୍ରାମ ର ବିଭିନ୍ନ ସମସ୍ୟାର ସମୀକ୍ଷା କରି ଗ୍ରାମବାସୀ ଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମଣ୍ଡଳଦେବୀ ଗ୍ରାମ ଗସ୍ତ କରି ଆଜି ଗ୍ରାମର ବିଭିନ୍ନ ସମସ୍ୟାର ସମୀକ୍ଷା କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ପାରଳା ବିଧାୟକ ଈଂ ରୂପେସ କୁମାର ପାଣିଗ୍ରାହୀ । ଶ୍ରୀ ପାଣିଗ୍ରାହୀ ପ୍ରଥମେ ଗାଁ ମୁଁହରେ ଥିବା ଶିବମନ୍ଦିର ଯାଇ ମହାଦେବଙ୍କ ଦର୍ଶନ ପରେ ସେଇ ମନ୍ଦିର ର ଉନ୍ନତି ପାଇଁ ବିଧାୟକ ପାଣ୍ଠି ରୁ ଅନୁଦାନ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏଥି ସହ ଗ୍ରାମରେ ଥିବା ୬