Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

ନର୍ଲା: ଘଣ୍ଟ ମାଲ୍ ଗ୍ରାମପଞ୍ଚାୟତ ପରିସରରେ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

Narala, Kalahandi | Jan 9, 2026
ଆଜି ଶୁକ୍ରବର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରୁ ସଂଧ୍ୟା ପାଞ୍ଚ ଘଣ୍ଟା ସମୟ ପର୍ଯ୍ୟନ୍ତ ନର୍କା ବ୍ଳକ୍ ଅନ୍ତର୍ଗତ ଘଣ୍ଟ ମାଲ୍ ଗ୍ରାମ ପଞ୍ଚାୟତ ଠାରେ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରିଶଙ୍କର ମାଝୀ ବାସନ୍ତୀ ସାହୁ ମଞ୍ଚ।ଶିନ ହେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ଘଣ୍ଟ ମାଲ୍ ସରପଞ୍ଚ ସହଯୋଗ କରିଥିଲେ
ନର୍ଲା: ଘଣ୍ଟ ମାଲ୍ ଗ୍ରାମପଞ୍ଚାୟତ ପରିସରରେ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ - Narala News