Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ନବରଙ୍ଗପୁର ପୋଲିସ ଷ୍ଟେସନ: ଧନସୁଲି ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ମୃତ ଓ ଦୁଇ ଗୁରୁତର

ଆଜି ସନ୍ଧ୍ୟାରେ ପାପଡାହାଣ୍ଡି ଥାନା ଧନସୁଲି ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ନାକଟିଗୁଡାର ଚକ୍ର ଭତରାଙ୍କ ମୃତ୍ୟୁ ହୋଇଥିବା ବେଳେ ମହୁଲପଦର ଗ୍ରାମର ରାମ ଭତରା ଓ ବିଜୟ ଭତରା ଗୁରୁତର ହୋଇଛନ୍ତି | ସୂଚନା ପ୍ରକାରେ ଚକ୍ର ପାପଡାହାଣ୍ଡି ଆସି ବାଇକରେ ଫେରୁଥିବା ସମୟରେ ବିପରିତ ଦିଗରୁ ରାମ ଓ ବିଜୟ ଆସୁଥିବା ବାଇକ ସହ ଧକ୍କା ହୋଇଥିଲା | ତିନି ଜଣଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଯେଉଁଠାରେ ଚକ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଦୁଇ ଗୁରୁତରକୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ପଠା ଯାଇଛି |