Public App Logo
Jansamasya
News
Bjp
National
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Narendramodi
Nitishkumar
Madhya_pradesh
सोशल_मीडिया
Nsui
Pmmodi
Rahulgandhi
Actor
Haryana
Uttarpradesh
Cricket
Crimenews

ଦେବଗଡ: ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ସର୍ବ ଭାରତୀୟ ପ୍ରଧାନପାଟ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ, ରାଉରକେଲା-15 ଫୁଟବଲ କ୍ଲବ ବିଜୟୀ

ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରଧାନପାଟ କ୍ଲବ ପକ୍ଷରୁ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ୭ମ ସର୍ବଭାରତୀୟ ‘ପ୍ରଧାନ୍‌ପାଟ୍ କପ୍‌’ ଫୁଟବଲ ପ୍ରତିଯୋଗିତାର ଆଜି ଚତୁର୍ଥ ଦିବସ ମ୍ୟାଚରେ ବରଗଡର ୟୁନାଇଟେଡ କ୍ଲବକୁ ୨-୧ ଗୋଲରେ ପରାସ୍ତ କରି ରାଉରକେଲା-୧୫ ଫୁଟବଲ କ୍ଲବ ବିଜୟୀ ହୋଇଛି । ଆଜିର ମ୍ୟାଚକୁ ରେଫରୀ ଭାବେ ରାଜ ମଣ୍ଡଲ , ସୁକାନ୍ତ କିସାନ, ସୌରଭ ନାୟକ ଓ ଜିତୁ ପାତ୍ର ପରିଚାଳନା କରିଥିବା ବେଳେ ହେମନ୍ତ କୁମାର ମହାପାତ୍ର ମ୍ୟାଚ୍ କମିଶନର ଦାୟିତ୍ୱ ତୁଲାଇଥିଲେ । ଭାଷ୍ୟକାର ଭାବେ ବେଣୁଧର ଗଡନାୟକ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ ।

MORE NEWS