ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ବଡ଼ଗାଁ ବ୍ଳକ ଛକରେ ତଥା ବିଜୁ ଏକ୍ସପ୍ରେସୱେ ଉପରେ ରାଉରକେଲା ଠାରୁ ସୁନ୍ଦରଗଡ଼ ଯାଉଥିବା ଏକ ହାଇୱା ପଛରେ ଏକ ଟ୍ରଲର ଧକ୍କା ଦେବା ଫଳରେ ଟ୍ରଲର ଚାଳକ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବଡ଼ଗାଁ ଚାକରମାନେ ଚିକିତ୍ସା କରିଛନ୍ତି । ବଡ଼ଗାଁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।