ଓଡିଶାର ସୁପର ହିଟ କଣ୍ଠ ଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗର ଯେତେ ବି ଗୀତ ଗାଇଥିଲେ ସେ ଭିତରୁ ବହୁତ ହିଟ ଗୀତ ଗାଇଥିଲେ ସଙ୍ଗୀତଜ୍ଞ ପ୍ରେମ ଆନନ୍ଦଙ୍କ କମ୍ପୋଜିସନରେ। ଆଜି ହ୍ୟୁମାନ ନାହାନ୍ତି ଯେମିତି ଲାଗୁଚି ଓଡିଶାରେ ଆଉ ଏଭଳି ସଙ୍ଗୀତ ପ୍ରେମୀଙ୍କ କଣ୍ଠ ଶିଳ୍ପୀ ବାହାରିବେ ନାହିଁ, ବହୁତ ସୁପର ହିଟ ଗୀତ ଗାଇ ମୋ ସଫଳତାରେ ବି ହ୍ୟୁମାନର ସ୍ୱର ଥିଲା। ଆଜି ସେ ନାହିଁ ଯେମିତି ଲାଗୁଚି ଆଉ ସେଭଳି କଣ୍ଠ ଶିଳ୍ପୀ କେଉଠୁ ଆଣିବି ? ସିଏ ଓଡ଼ିଶାର ଗୋଟିଏ ହୀରା ଥିଲା, ଦିନେ ଷ୍ଟୁଡିଓରେ ତା ସହ ବସି ବସି ଗୀତ ରେକର୍ଡିଂ କରୁଥିଲି ଆଉ ଆଜି ତା ସମାଧିକୁ ଆସି ଫୁଲ ଦେବାକୁ। ଆଠୁ ଆଉ ବଡ ଦୁଃଖ କ