Public App Logo
Jansamasya
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Ipl
Rahulgandhi
Haryana
Cricket
शादी
Crimenews
Kolkata
Aap
Rss
Bareilly
Agra
Politics
जेल
Mumbai
Jodhpur
Amitshah

ବଡସାହି: ବାରିପଦାରେ ବିଶ୍ୱବିଦ୍ୟାଳୟସ୍ତରୀୟ ଇନୋଭେସନ ଓ ଷ୍ଟାର୍ଟଅପ ପ୍ରତିଯୋଗିତାରେ ଏକଲକ୍ଷଟଙ୍କାର ପୁରସ୍କାର ରାଶି ଜିଣିଲେ ବେତନଟୀ କଲେଜ ଛାତ୍ରୀ

Barsahi, Mayurbhanj | Dec 2, 2025
ବେତନଟୀ କଲେଜର ଛାତ୍ରୀ ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଷ୍ଟାର୍ଟଅପ ଓ ଇନୋଭେସନ ପ୍ରତିଯୋଗିତାରେ କୃତକାର୍ଯ୍ୟହୋଇ ମଙ୍ଗଳବାର ଅପରାହ୍ନ ପାଞ୍ଚଟାରେ ସାର୍ଟିଫିକେଟ ସହିତ ଏକଲକ୍ଷ ଟଙ୍କାର ପୁରସ୍କାର ରାଶି ଜିଣି ବେତନଟୀ କଲେଜ ପାଇଁ ଗର୍ବ ଓ ଗୌରବ ଆଣିଦେଲେ ଛାତ୍ରୀ ଜ୍ୟୋତିସ୍ମିତା ସାଇରଞ୍ଜନୀ l ମନ୍ୟବର ଓଡିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି l

MORE NEWS