Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଲାଞ୍ଜିଗଡ: ସ୍ଥାନୀୟ ବ୍ଲକ କନଫରେନ୍ସ ହଲ ଠାରେ ଆଇଏଏସ ଅନିମେସ ପ୍ରଧାନ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।

Lanjigarh, Kalahandi | Nov 29, 2025
ଚଳିତ ମାସ ୩ ତାରିଖରେ ପ୍ରୋବେସନର ଆଇଏଏସ ଅନିମେସ ପ୍ରଧାନ ଲାଞ୍ଜିଗଡ଼ ବିଡ଼ିଓ ଭାବେ ଦାୟିତ୍ଵ ତୁଲାଇଥିଲେ।ଆଜି ଶ୍ରୀ ପ୍ରଧାନଙ୍କ କାର୍ଯ୍ୟ ର ଶେଷ ଦିନ। ଲାଞ୍ଜିଗଡ଼ ବିଡିଓ କାର୍ଯ୍ୟ ଶେଷ ହେବାପରେ ଲାଞ୍ଜିଗଡ଼ ବ୍ଲକ ର ପିଭିଟିଜି ର ନୋଡାଲ ଅଫିସର ଭାବେ ଦାୟିତ୍ଵ ଦିଆଯାଇଥିବା ସୁଚନା ମିଳିଛି।ଏହି ଅବସରରେ ବ୍ଲକ କନଫରେନ୍ସ ହଲ ଠାରେ ଆଇଏଏସ ଅନିମେସ ପ୍ରଧାନ ଙ୍କୁ ବିଡିଓ ଶଶାଙ୍କ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।