ବେତନଟୀଥାନା ଖଡିଶୋଳ ପଞ୍ଚାୟତ ଅଧୀନ କଞ୍ଚିଶୋଳସ୍ଥିତ ନିଜର ପୈତୃକ ଗାଁକୁ ଆସିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଶିରୀଶ ଚନ୍ଦ୍ର ମୁର୍ମୁଙ୍କ ସହିତ ମଙ୍ଗଳବାର ଅପରାହ୍ନ ୨ଟାରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନାକଲେ ଓଡିଶା ସରକାରଙ୍କର ମାନ୍ୟବର ଗୃହ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର l ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ଦାୟୀତ୍ୱ ଗ୍ରହଣପରେ ଏହା ତାଙ୍କର ପ୍ରଥମେ ବେତନଟୀ ଗସ୍ତ l