ଚାଉଁରପୁର ପୋଲୋ ଉପରେ କାର ଧକ୍କାରେ 3 ସ୍କୁଟି ଆରୋହୀ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7.30 ସମୟରେ ଚାଉଁରପୁର ପୋଲୋ ଉପରେ ଏକ କାର ଏକ ସ୍କୁଟି କୁ ଧକ୍କା ଦେଇଥିଲା l ଯାହାଫଳରେ ସ୍କୁଟି ରେ ଥିବା 3 ଜଣ ଯୁବକ ଆହତ ହୋଇଥିଲେ l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଦୁର୍ଘଟଣା ଗସ୍ତ କାର କୁ ଜବତ କରିଛି ପୋଲିସ l