ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗସ୍ତ କାର୍ଯ୍ୟକ୍ରମ ଆଜି ସାଂସଦ ରୁଦ୍ରନାରାୟଣ ପାଣିଙ୍କ ହୋଇଥିଲା ।ଏହା ସମୟରେ ପ୍ରଥମେ କାର୍ଯ୍ୟକର୍ତ୍ତା ଓ ନେତ୍ରୁ ମଣ୍ଡଳୀଙ୍କ ସହିତ ଚା ପେ ଚର୍ଚ୍ଚା ରେ ହିନ୍ଦୋଳରେ ପାର୍ଟିର ରାଜନୀତିକ ସ୍ଥିତି ତଥା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ ।