ଅମ୍ବାଭୋନା: ଆଜି ଭୁକ୍ତା ଓ ପ୍ରକାଶପୁର ରେ ଯୋଗ ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ସତ୍ୟ ମହିମାଶ୍ରମ ଚି଼ଚୋଲି-ଭୁକ୍ତା ସୌଜନ୍ୟ ରୁ ଆଜି 10 AM ରୁ 1 PM ପର୍ଯ୍ୟନ୍ତ ଏକ ଯୋଗ ଜନ ସଚେତନତା ଶୋଭାଯାତ୍ରା ଭୁକ୍ତା, ପ୍ରକାଶ ପୁର ର ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହୋଇଛି